oum

ସ୍ଵାଧୀନତା ଦିବସରେ ସାମିଲ ହେଲେ ଛାତ୍ରଛାତ୍ରୀ

jsm

ରେଙ୍ଗାଲି : ୭୬ତମ ସ୍ୱାଧିନତା ଦିବସରେ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନରେ ହର୍ଷ ଉଲ୍ଲାସରେ ପାଳିତ ହୋଇଥିଲା । ବ୍ଲକର ୧୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ, ୩୨ଟି ଉଚ୍ଚ ବିଦ୍ୟାଳୟ,୧୯ ଟି ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତଥା ସମସ୍ତ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା । ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ଘରେ ଘରେ ଉଡ଼ିଥିଲା ତ୍ରିରଙ୍ଗା । ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇ ଉଠିଥିଲା ।

Leave A Reply

Your email address will not be published.