ହମିରପୁର ଉନ୍ନୟନ ପରିଷଦର ସ୍ଵଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ସ୍ଵଚ୍ଛତା କାର୍ଯ୍ୟକ୍ରମ ହମିରପୁର ଅଞ୍ଚଳରେ କରାଯାଇଥିଲା । ପରିଷଦର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଓନିସ ଲାକ୍ରା, ନିରଞ୍ଜନ ଦାସ, ଡ଼ା ଗୋପାଳ ଚନ୍ଦ୍ର ରାୟ, ମାର୍ଶାଲ କିଣ୍ଡୋ, ବର୍ଣ୍ଣଭାସ କୁଜୁର, ଅଗସ୍ତି ଦାସ, ବୁଦ୍ଧାନନ୍ଦ ଦେବ ମହାନ୍ତି, ସୁବାସ ମହାରାଜ, ପରିକ୍ଷିତ ମହାନନ୍ଦ, ସୁଧାକର ମୁନି, ନିରଞ୍ଜନ ନାୟକ, ମନ ପଣ୍ଡା, ମହେଶ୍ୱର ସାହୁ, କୋଳି ବାହାଲା, ତେଜ କୁମାର ଲାକ୍ରା ପ୍ରମୁଖ ଯୋଗଦେଇ ରାମକୃଷ୍ଣ ମନ୍ଦିର ନିକଟରୁ ହମିରପୁର ବସ୍ତି ପର୍ଯ୍ୟନ୍ତ ସଫେଇ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଦେଓନିସ ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.