ସୁସ୍ଥ ଓଡ଼ିଶା ଅଭିଯାନ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ଅଭିଯାନ ସ୍ୱରୂପ ନବ ନିର୍ମିତ କେନ୍ଦୁଝର ଓ ସୁନ୍ଦରଗଡ ମେଡିକାଲ କଲେଜରେ ବିଶେଷଜ୍ଞଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମେଡିକାଲ କଲେଜରେ ମେଡିସିନ, ଆନାଟୋମି, ଫାର୍ମାକୋଲୋଜି, ସର୍ଜରୀ, ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ଇତ୍ୟାଦିର ବିଭାଗରେ ୧୨ ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୂ ସୂଚନା ଦିଆଯାଇଛି ।

Leave A Reply

Your email address will not be published.