ଡେଲାଙ୍ଗରେ ଏସୟୁସିଆଇର ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିତ୍ୟ ବ୍ୟବହୃତ ସାମଗ୍ର୍ରୀର ଅହେତୁକ ଦରବୃଦ୍ଧି, କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ବିଫଳତା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ମୁଲ୍ୟ ବୃଦ୍ଧି ନେଇ ଏସୟୁସିଆଇ ଡେଲାଙ୍ଗ ବେରବୋଇ ଠାରେ ପ୍ରତିବାଦ ଦିବସ ପାଳନ କରିଛ । ଏଥିରେ ଏସୟୁସିଆଇର ରାଜ୍ୟ ସଂପାଦକ ରଘୁନାଥ ଦାସ, କମ୍ରେଡ ଦୀନବନ୍ଧୁ ପରିଡା, ରାଜକିଶୋର ଆଳୁକ, ବଟକୃଷ୍ଣ ସ୍ୱାଇଁ ଓ ଗଙ୍ଗାଧର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.