jayashree

ପୁଇଁନ୍ତଲା ଥାନାରେ ଜଣେ ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ଥାନାରେ ଜଣେ ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ନେଇ ଏସ୍‌ପି ନୀତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ଏହା ପୋକ୍ସୋ କେସ sec ୬ ଅଧୀନରେ ହୋଇଥିବା ବେଳେ ପୁଇଁନ୍ତଲା ଥାନା କେସ୍ ନଂ 4545 , U / S- 376 (2) (f) (n) (3) IPC R / Wରେ ଦୋଷୀ ଭାଗବତ ବେହେରାଙ୍କୁ ୨୦ ବର୍ଷ କଠୋର କାରାଦଣ୍ଡ ଦିଆଯିବା ସହ ୨,୦୦,୦୦୦ / ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.