ls

ସାରସ୍ୱତ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଶୁଭେଚ୍ଛା ଜ୍ଞାପନ

sb

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବଦୁଲ କଲାମ୍ ଜନକଲ୍ୟାଣ ପରିଷଦ ତରଫରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲିନା କୁମାରୀ ଖେସଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ସାରସ୍ୱତ ପ୍ରତିନିଧି ମଣ୍ଡଳୀ । ଉନ୍ମୋଚିତ ପୁସ୍ତକ ସ୍ମୃତି ସୁଧା ଓ ଫୁଲତୋଡା ପ୍ରଦାନ କରାଯାଇଅଛି । ଅନୁଷ୍ଠାନର ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସହ ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ, ସୁନାମଧନ୍ୟ ଶିକ୍ଷକ ଅଜିତ କୁମାର ସେଠୀ, ଶିକ୍ଷୟିତ୍ରୀ ବିନତୀ କୁମାରୀ ଜାଲି, ଶିକ୍ଷୟିତ୍ରୀ ଦୀପିକା ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

pc pk
Leave A Reply

Your email address will not be published.