oom

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସ କମିଟି ତରଫରୁ ଷ୍ଟୁଡେଣ୍ଟ ହେଲ୍ପ ଡେସ୍କର ଶୁଭାରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ହେଉଥିବା କମନ୍‌ ପିଜି ଏନ୍‌ଣ୍ଟ୍ରାସ ଷ୍ଟେଟ ପରୀକ୍ଷା ସମୟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସ କମିଟି ତରଫରୁ ଛାତ୍ର ନେତା ସୁଭେନ୍ଦୁ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ଉପସ୍ଥିତିରେ ଷ୍ଟୁଡେଣ୍ଟ ହେଲ୍ପ ଡେସ୍କର ଶୁଭାରମ୍ଭ ହୋଇଯାଇଥିବା ବେଳେ ଏଥିରେ ମାସ୍କ ଓ ସେନିଟାଇଜର ବାଣ୍ଟିବା ସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ସରୋଜ ସାହୁ, ମଣ୍ଟୁ, ନାରାୟଣ, ସମୀର, ନିତିଷ, ଅମୀୟ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.