ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ସ୍ଲାଗ ବଏଲର ଫାଟି ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଏସ୍‌ଏମ୍‌ଏସ୍ -୨ରେ‌ ବିଳମ୍ବିତ ରାତିରେ ସ୍ଲାଗ ବଏଲର ଫାଟିବଏଲର କଣ୍ଟ୍ରୋଲ ରୁମ୍‌ର ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ପୋଡ଼ି ଯାଇଛି । ତେବେ ଏଥିରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇ ନଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟ‌ତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.