om academy

ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

jsm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା ) : ଓଡିଶାର ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମଵିଭୂଷଣ ରଘୁନାଥ ମହାପାତ୍ରଙ୍କ ଗତକାଲି ନିଧନ ହୋଇଯାଇଛି । ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ସ୍ଥାନୀୟ ଯୁବ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ବାଲୁକାରେ ତାଙ୍କର ପ୍ରତିକୃତି ନିର୍ମାଣ କରିଛନ୍ତି । ଏହି ମହାନ ପ୍ରତିଭାଙ୍କ ଅକାଳ ଅସ୍ତରେ ଭାରତବର୍ଷ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ଯାହାକି ଅପୂରଣୀୟ ବୋଲି ସେ ପ୍ରକାଶ କରି ବାଲୁକା କଳାରେ ଏହି ଭାସ୍କର୍ଯ୍ୟ କଳାର ଯାଦୁଗରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave A Reply

Your email address will not be published.