ଚକ୍‌ଖଡ଼ିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୂର୍ଯ୍ୟ

କଟକ : ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ତେଣୁ ଏହି ଦିନକୁ ବ୍ଲାକ୍‌ ଡେ’ ଭାବେ ପାଳନ କରାଯାଉଛି । ସେଥିରେ ଯେଉଁ ଭାରତୀୟ ଯବାନ ସହିଦ ହୋଇଥିଲେ ସେହି ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୫୫ ନଂ. ୱାର୍ଡ ବିଦ୍ୟାଧରପୁର ଅନ୍ତର୍ଗତ ଗୌତମନଗରର ସୂର୍ଯ୍ୟ ନାରାୟଣ ନାୟକ ୩ ସେମି ଉଚ୍ଚତା ଓ ୦.୬ ଚଉଡାର ଚକ୍‌ଖଡ଼ିରେ ଏକ ପ୍ରତୀକ ତିଆରି କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave A Reply

Your email address will not be published.