ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୩ ତମ ଶ୍ରାଦ୍ଧ ଦିବସରେ ସହୃଦୟ ଶ୍ରଦ୍ଧାଞ୍ଜଳି

ରାଉରକେଲା, (କେପିଏନ୍‌ଏସ୍‌) : ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୩ ତମ ଶ୍ରାଦ୍ଧ ଦିବସରେ ସହୃଦୟ ବିନମ୍ର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ଅବସରରେ ‌ସ୍ଥାନୀୟ ‘ଦୀନଦୟାଲ ମେଲ’ କାର୍ୟ୍ୟାଳୟରେ ଶ୍ରଦ୍ଧାଂଜଳି ସଭା ଆୟୋଜିତ ହୋଇଥିବା ବେଳେ ସଂପାଦକ ଶିବ ଶରଣ ମିଶ୍ର, ସହ ସଂପାଦକ ସନ୍ତୋଷ କୁମାର ପଧାନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.