oom

ପୋଲିସ କର୍ମଚାରୀଙ୍କ ସହ ବଲାଙ୍ଗିର ଟାଉନର ଟ୍ରାଫିକ୍ ପରିଚାଳନାର ସମୀକ୍ଷା କଲେ ଏସ୍‌ପି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଥିବା ବେଳେ ବଲାଙ୍ଗିର ପୋଲିସ ଏହାକୁ ଆଖି ଆଗରେ ରଖି ଏସପି ନିତିନ କୁଶଲକର ନିଜେ ପୋଲିସ କର୍ମଚାରୀମାନଙ୍କ ଉପସ୍ଥିତିରେ ବଲାଙ୍ଗିର ଟାଉନର ଟ୍ରାଫିକ୍ ପରିଚାଳନାର ସମୀକ୍ଷା କରିଥିବା ବେଳେ ଏନେଇ ସେ ଟ୍ୱିଟ ମଧ୍ୟ କରିଛନ୍ତି । ତେବେ ଏହି ସମୟରେ ପୋଲିସ କର୍ମଚାରୀମାନଙ୍କ ଉପସ୍ଥିତିରେ ଏସ୍‌ପି ନିଜେ ଏକ ଇ-ଚାଲାନ ମେସିନର ଶୁଭାରମ୍ଭ କରିଥିଲେ । ଅନ୍ୟପଟେ ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ନିତନ କୁଶଲକର କହିଛନ୍ତି ।

jittmm
Leave A Reply

Your email address will not be published.