ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ଏବଂ ମାସ୍କ୍ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଆଜି ସମାଜସେବୀ ରଘୁନାଥ ନାୟକ ଓ ତାଙ୍କର ସହଯୋଗୀ ମିଶି ଖାଦ୍ୟ ବଣ୍ଟନ ସହିତ ମାସ୍କ୍ ମଧ୍ୟ ବଣ୍ଟନ କରିଛନ୍ତି । ସୂଚନା ଅନୁସାରେ ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଗତ ୨୯ ଏପ୍ରିଲ ୨୦୨୧ ଠାରୁ ପ୍ରତ୍ୟେକ ଦିନ ନିରାଶ୍ରୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି ଓ ଆଜି ଶୁଖିଲା ଖାଦ୍ୟ ସହିତ ଗୋଟେ ମାସ୍କ୍ ମଧ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିବାରୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.