centurian jitm

ସହରରେ ଆଉ ୫ଗୋଟି ସୁଲଭ ଶୌଚାଳୟ ପାଇଁ ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟରେ ଚୁକ୍ତିନାମା ସ୍ୱାକ୍ଷରିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟରେ ପୌରପରିଷଦର କାର୍ଯ୍ୟନିବାହୀ ଅଧିକାରୀ ବିପିନ ଦୀପ ଏବଂ ପୌରପରିଷଦର ପୌର ଉପାଧ୍ୟକ୍ଷା ଲିକା ସାହୁଙ୍କ ଉପସ୍ଥିତିରେ ସହରରେ ଆଉ ୫ ଗୋଟି ସୁଲଭ ଶୌଚାଳୟ ପାଇଁ ସୁଲଭ ଇଣ୍ଟରନ୍ୟାସନାଲ ସହିତ ପୌରପରିଷଦର ଏକ ଚୁକ୍ତିନାମା ସ୍ୱାକ୍ଷାର କରାଯାଇଛି । ତେବେ ଏହି ୫ଗୋଟି ଶୌଚାଳୟଗୁଡିକ ସହରର କଲେଜ ଛକ, କଚେରୀ ଛକ, କୋଶଳ ଛକ, ମା’ ଦୁର୍ଗା ମନ୍ଦିର ନିକଟରେ ଏବଂ ଡିଏଚ୍‌ଏଚ୍‌ ସାମ୍ନାରେ ନୂତନ ଭାବେ ନିର୍ମିତ ହୋଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.