oom

କଂଗ୍ରେସର ମଶାଲ ଶୋଭାଯାତ୍ରା

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ବ୍ଲକ କଂଗ୍ରେସ ତରଫରୁ ସ୍ଥାନୀୟ ତଲିଉଡାର ଗ୍ରାମରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ନାରୀ ନିର୍ଯ୍ୟାତନା, ନାରୀ ସୁରକ୍ଷା, ନିଖୋଜ ଥିବା ରାଜ୍ୟର ୬୦ ହଜାର ମହିଳା ଓ ଶିଶୁଙ୍କ ସନ୍ଧାନ ତଥା ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଏହି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ମଶାଲ ଶୋଭାଯାତ୍ରାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଟଙ୍କଧର ଗଡତ୍ୟା, ସୋମନାଥ ପଟେଲ, ସୁଶାନ୍ତ ସିଂ, ସଞ୍ଜୟ ଗଡତ୍ୟା, ଯଦୁମଣି ପଧାନ, ଅଙ୍କିତ ସାହୁ, ଗୁଲେଖ ଛତ୍ରିଆଙ୍କ ସମେତ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.