ବାଇକ ହେଣ୍ଡେଲ ଥି ଗୁର୍‌ହେଇ ହେଇଥିଲା ନାଗ ସାଁପ

ନୀଳଗିରି : ବାଇକ୍ ହେଣ୍ଡେଲ ଥି ଗୁର୍‌ହେଇ ନାଗସାଁପ । ଫେନ୍‌ନ୍ଦ ତୁଲି ଫଁ ଫଁ ଗର୍‌ଜନ୍‌ ଛାଡ଼ୁଛେ । ଏନ୍‌ତା ଗୁଟେ ଘଟ୍‌ନା ଘଟିଛେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଭଉଁରୀଆବାଡ଼ ପଞ୍ଚାୟତ ତୁଲସିଡିହା ଗାଁ ଥି । ୠୁଟେ ବାଇକ ହେଣ୍ଡଲ ନୁ ନାଗ ସାପ କେ ଉଦ୍ଧାର କରାଯାଇଛେ ।

ମିଲିଥିବାର୍‌ ସୂଚନା ଅନୁସାରେ, ଗାଁର ଅଭୟ ସିଂଙ୍କର୍ ବାଇକ ହେଣ୍ଡେଲ ଥି ଗୁଟେ ସାଁପ ଦେଖବାର୍ କେ‌ ମିଲିଥିଲା । ସାଁପ୍‌ ଫଁ ଫଁ ଗର୍ଜନ କରୁଥିବାର ଶୁନ୍‌ବାର୍‌କେ ପାଇଥିଲେ ଅଭୟ । ଗାଁର ବସନ୍ତ ବିନ୍ଧାଣି, ଅକ୍ଷୟ ବିନ୍ଧାଣି ଓ ସୁଶୀଲ ସିଂ ମେଶିକରି ବଡ଼ା ହୁସିଆର୍‌ ଥି ସାଁପ କେ କାବୁ କରିଥିଲେ ଆର୍‌ ପାଖର୍‌ ଜଙ୍ଗଲ ଥି ଛାଡ଼ିଥିଲେ ବଲି ସୂଚନା ଥି କୁହାଯାଇଛେ ।

Leave A Reply

Your email address will not be published.