ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ତା.୧୩ରୁ ୧୫ ଫେବୃୟାରୀରେ କଟକ ଠାରେ ହେବାକୁ ଥିବା ଆନ୍ତଃରାଜ୍ୟ ବରିଷ୍ଠ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାରୁ ଭାଗ ନେବା ପାଇଁ ଆସନ୍ତା ୧୦.୦୨.୨୦୨୬ ରିଖ ମଙ୍ଗଳବାର ବଲାଙ୍ଗିର ଜିଲ୍ଲା ବରିଷ୍ଠ ବର୍ଗ ପୁରୁଷ ଓ ମହିଳା କବାଡି ଚୟନ ଶିବିର ଗାନ୍ଧୀ ଷ୍ଟାଡିୟମ, ବଲାଙ୍ଗିର ଠାରେ ହେବ । ଇଚ୍ଛୁକ ଖେଳାଳିମାନେ ସକାଳ ଘ.୮.୩୦ମି.ରେ ଗାନ୍ଧୀ ଷ୍ଟାଡିୟମରେ ଉପସ୍ଥିତ ହେବା ପାଇଁ କବାଡି ସମ୍ପାଦକ ବିଭୁତି ଭୂଷଣ ପଣ୍ଡା ଜଣାଇଛନ୍ତି ।
Prev Post
Next Post