କ୍ରିକେଟ ପ୍ରଶିକ୍ଷଣ / ଚୟନ ଶିବିର

  • (୧୬ ଓ ୧୯ ବର୍ଷରୁ କମ୍‌ ଓ ସିନିୟର ବର୍ଗ )

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏତଦ୍ୱାରା ୧୬ ଓ ୧୯ ବର୍ଷରୁ କମ୍‌ ଓ ସିନିୟର ବିଭାଗ କ୍ରିକେଟରେ ଯେଉଁ ଖେଳାଳିମାନେ ଗତ ଭିଜନ ୨୪-୨୫ କ୍ରିକେଟ ପ୍ରତିଯୋଗିତାରେ କୌଣସି କାରଣ ବଶତଃ ଯୋଗ ଦେଇ ପାରି ନ ଥିଲେ ସେମାନେ ଆସନ୍ତା ତା.୧୬.୦୧.୨୬ ଅପରାହ୍ନ ଘ.୩ ଘଣ୍ଟା ସମୟରେ ଗାନ୍ଧିଷ୍ଟାଡିୟମ, ବଲାଙ୍ଗିର ଠାରେ ଉପସ୍ଥିତ ରହିବା ପାଇଁ ଜଣାଇଦିଆଗଲା । ପୁନଶ୍ଚ ୧୬ ଓ ୧୯ ବର୍ଷରୁ କମ୍‌ ବିଭାଗରେ ଯୋଗ ଦେବା ପାଇଁ ଆସୁଥିବା ଖେଳାଳୀମାନେ ସେମାନଙ୍କ ଓରିଜିନାଲ ଆଧାର ଓ ଜନ୍ମ ପ୍ରମାଣପତ୍ର (ଡିଜିଟାଲ) ସାଙ୍ଗରେ ଆଣିବା ପାଇଁ କ୍ରିକେଟ ସମ୍ପାଦକ ଓମ୍‌ ପ୍ରକାଶ ଚାନ୍ଦ ଓ ସାଧାରଣ ସଂପାଦକ, ଜିଲ୍ଲା କ୍ରୀଡା ସଂସଦ, ବଲାଙ୍ଗିର ହରିନାରାୟଣ ପୂଜାରୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.