ommm
jittmm

ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର : ବଜାର ଓ ଜନ ବସତିରେ ମାଡ଼ିଗଲା ଲୁଣି ପାଣି

ଜଗତସିଂହପୁର : ଶିଆଳି ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ହଟାତ ସମୂଦ୍ର ସ୍ଥଳ ଭାଗ ଆଡ଼କୁ ମାଡି ଆସିବା ସହ ଶିଆଳି ବେଳାଭୂମି ବଜାର ଓ ଜନ ବସତିରେ ଲୁଣି ପାଣି ମାଡ଼ି ଯାଇଥିଲା । ହଠାତ ସମୁଦ୍ର ମାଡ଼ି ଆସିବା ଯୋଗୁ ବେଳା ଭୂମିରେ ଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ । ଶିଆଳି ନିକଟରେ ଦୀର୍ଘ ବର୍ଷ ହେଲା ସମୂଦ୍ର କୂଳ ଲଙ୍ଘି ଚାଲିଥିବା ଯୋଗୁ ଏଠାରେ ଥିବା ଭିୟୁ ଟାୱାର ସମୁଦ୍ର ଗର୍ଭରେ ବର୍ଷେ ତଳେ ଲୀନ ହୋଇସାରିଛି । ଏହାସହ ବ୍ୟାପକ ଝାଉଁ ଜଙ୍ଗଲ ମଧ୍ୟ କ୍ଷତିଗସ୍ତ ହେବାରେ ଲାଗିଛି ।

Leave A Reply

Your email address will not be published.