
ଭୁବନେଶ୍ୱର, (କେପିଏନ୍ଏସ୍) : ମହିଳା ସଶକ୍ତିକରଣ ବିଜୁ ବାବୁଙ୍କ ସବୁଠାରୁ ପ୍ରୀୟ କାର୍ଯ୍ୟକ୍ରମ ଥିଲା । ମା’ମାନେ ହିଁ ହେଉଛନ୍ତି ଆମ ନୂଆ ଓଡ଼ିଶାର ସାରଥୀ ବୋଲି ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।