ଧର୍ମପରାୟଣା ମହିଳାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

ବରଗଡ, (ନିରୋଜ କୁମାର ପାଣୀ) : ଭଟଲି ନିର୍ବାଚନ ମଣ୍ଡଳୀ ଭଟଲି ବ୍ଳକ ଜଡାମୁଣ୍ଡା ଗ୍ରାମର ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ଶଶୀଭୂଷଣ ନାୟକ ମାତାଙ୍କ ଦ୍ୱାଦଶାହରେ ବରଗଡ ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ସହ ବିଭିନ୍ନ ଜନସାଧାରଣଙ୍କୁ ଭେଟି ଆଲୋଚନା କରିଛନ୍ତି ।

jittmm
Leave A Reply

Your email address will not be published.