ଡା. ସୁଧୀର ପରିଚ୍ଛାଙ୍କ ବିୟୋଗରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜଣେ ଉତ୍ତମ ସଙ୍ଗଠକ ତଥା ଆମ ସମସ୍ତଙ୍କ ପ୍ରିୟ କୃଷକ ନେତା ଡା. ସୁଧୀର ପରିଚ୍ଛା ଆମ ଗହଣରେ ଆଉ ନାହାନ୍ତି । ସେ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ବଲାଙ୍ଗିର ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ପ୍ରଦେଶ କେଶରୀୟା ହିନ୍ଦୁ ବାହିନୀ ତରଫରୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞ୍ୟାପନ କରାଯିବା ସହ ଭଗବାନ ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି କେଶରୀୟା ହିନ୍ଦୁ ବାହିନୀ ପରିବାର ପ୍ରଭୁ ରାମଚନ୍ଦ୍ରଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.