ବୟୋଜ୍ୟେଷ୍ଠ ତଥା ଦକ୍ଷ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତ ଯୋଗୁଁ ଉତ୍କଳ ସାମ୍ବାଦିକ ସଂଘର ଅପୂରଣୀୟ କ୍ଷତି ଘଟିଲା : ରାଜ୍ୟ ସଭାପତି ବିଭୂତି ଭୂଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବୟୋଜ୍ୟେଷ୍ଠ ତଥା ଦକ୍ଷ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଉତ୍କଳ ସାମ୍ବାଦିକ ସଂଘର ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର । ଓଡ଼ିଶା ସାମ୍ବାଦିକ ଜଗତ ଆଜି ତାଙ୍କୁ ହରାଇ ନିଃସ୍ୱ ଅନୁଭବ କରୁଥିବା ବେଳେ ତାଙ୍କ ଭଳି ଜଣେ ଅମାୟିକ ବ୍ୟକ୍ତି ସାମ୍ବାଦିକ ଜଗତରେ ବିରଳ ବୋଲି ଶ୍ରୀ କର ମତବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Leave A Reply

Your email address will not be published.