ବଲାଙ୍ଗିର, (କେପିଏନ୍ଏସ୍) : ୧ ତାରିଖ ନୂଆବର୍ଷରେ ଲୋୟର ସୁକତେଲ ପ୍ରକଳ୍ପର ଡାହାଣ ସେଚାଞ୍ଚରେଳ ୫ଗୋଟି ପମ୍ପ ଶୁଷ୍କ ପରିଚାଳନା କରାଗଲା । ତେଣୁ ଆଶା କରାଯାଏ ଯେ ଆଗାମୀ ଦିନରେ ୨୭ ହଜାର ହେକ୍ଟରରୁ ୪ ହଜାର ହେକ୍ଟର ସେଚ ଉପଯୋଗୀ କରାଯାଇପାରିଛି । ବଳକା ୨୩ ହଜାର ହେକ୍ଟରକୁ ସେଚ ଉପଯୋଗୀ କରି ଆଗାମୀ ଖରିଫ ଋତୁରେ ଜଳ ସେଚନର ସୁବିଧା କରାଯିବ ବୋଲି ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ଇ. ସୁରେନ୍ଦ୍ର କୁମାର ଭୋଇ ସୂଚନା ଦେଇଛନ୍ତି ।
Prev Post