oom

ଏସ୍‌ବିଆଇ ଶାଖା ଲକର୍‌ରୁ ସୁନା ଚୋରି ଘଟଣାରେ ନାରାୟଣପାଟଣା ଥାନା ଆଇଆଇସି ରଂଜିତ ସାହୁ ସସ୍‌ପେଣ୍ଡ

jsmm

କୋରାପୁଟ : ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖା ଲକର୍‌ରୁ ସୁନା ଚୋରି ଘଟଣାରେ ନାରାୟଣପାଟଣା ଥାନା ଆଇଆଇସି ରଂଜିତ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି । ସୂଚନାନୁଯାୟୀ, ଚୋରି ସୁନା କିଣିଥିବା ନାରାୟଣପାଟଣାର ସୁନା ବ୍ୟବସାୟୀ ଏମ୍‌.ମୌଲିଙ୍କୁ ଫେରାର୍ କରିବାରେ ଆଇଆଇସି ସହାୟତା କରିଥିଲେ । ଏହି ଅଭିଯୋଗରେ ଡିଜିପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଥାନାର ହୋମ୍‌ଗାର୍ଡ ଶିବା ରେଡ୍ଡୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

jittmm
Leave A Reply

Your email address will not be published.