oom

ସ୍ୱର୍ଣ୍ଣ ପଦକ ବିଜେତା ଭଉଣୀ ଦ୍ୱୟ- ବରଗଡ଼ ସାଂସଦଙ୍କ ଦ୍ଵାରା ସମ୍ବର୍ଦ୍ଧିତ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ନିକଟରେ ଜାତୀୟ ମାଷ୍ଟର ଗେମରୁ ସ୍ୱର୍ଣ୍ଣ ପଦକ ହାସଲ କରି ଫେରିଥିବା ବରଗଡର ଗୈାରବ ଅରୁଣା ଘିବିଲା ଓ ଅନୁପମା ଘିବିଲା ଭଉଣୀ ଦ୍ୱୟଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସମ୍ବର୍ଦ୍ଧିତ କରିବା ସହିତ ଭବିଷ୍ୟତରେ ଆହୁରି ପଦକ ହାସଲ କରି ବରଗଡ ତଥା ଓଡ଼ିଶାକୁ ଗୈାରବାନ୍ୱିତ କରିବା ପାଇଁ ଆଶୀର୍ବାଦ ଦେଇଥିଲେ । ଏହା ସହିତ ଭବିଷ୍ୟତରେ ଖେଳ ସମ୍ବନ୍ଧୀୟ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

jittmm
Leave A Reply

Your email address will not be published.