om academy

ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଲେ ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ଆଇଆଇଏମ୍‌ରେ ପାଠ ପଢିବା ପାଇଁ ସ୍ଥାନ ପାଇଛନ୍ତି ବଲାଙ୍ଗିରର ସିଏନ୍‌ସିର ଛାତ୍ରୀ ନିକି ଶର୍ମା । ଏଥିପାଇଁ ସାରା ବଲାଙ୍ଗିର ଜିଲ୍ଲାରେ ଖୁସିର ଲହର ଖେଳି ଯିବା ସହ ଚାରି ଆଡ଼ୁ ତାଙ୍କୁ ଶୁଭେଚ୍ଛା ଜଣାଯାଉଥିବା ବେଳେ ନିକି ବଲାଙ୍ଗିରର ବାଣିଜ୍ୟ ମହାବିଦ୍ୟାଳୟ ସିଏନ୍‌ସିର ଛାତ୍ରୀ ଥିଲେ । ତେଣୁ କରି ସିଏନ୍‌ସି କଲେଜ ତରଫରୁ ମଧ୍ୟ ତାଙ୍କ ଉଜ୍ୱଳ ଭବିଷ୍ୟତର କାମନା କରାଯାଇ ଶୁଭେଚ୍ଛା ଜଣାଯାଇଛି ।

Leave A Reply

Your email address will not be published.