ଉଦୟ ନଗରରୁ ୫ଫୁଟ୍‌ର ଧମଣା ସାପ ଉଦ୍ଧାର କଲେ ସାପ ଧରାଳି ଦେବରାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଲୱେ ଷ୍ଟେସନ ପାଖ ଉଦୟ ନଗରରେ ଥିବା ପ୍ରଶାନ୍ତ କ୍ଷେତିଙ୍କ ରୋଷେଇ ଘରୁ ଏକ ୫ଫୁଟ୍‌ ଲମ୍ବର ଧମଣା ସାପ ବାହାରିଥିବା ଦେଖି ଶ୍ରୀ କ୍ଷେତି ବଲାଙ୍ଗିରର ଜଣାଶୁଣା ସାପ ଧରାଳି ଦେବରାଜ ନାଗଙ୍କୁ ଖବର ଦେଇଥଲେ । ଖବର ପାଇ ସାପ ଧରାଳି ଶ୍ରୀ ନାଗ ଘଟଣାସ୍ଥଳକୁ ଆସି ୫ଫୁଟ୍‌ ଲମ୍ବର ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ସେ କହିଛନ୍ତି ।

Leave A Reply

Your email address will not be published.