oum

ସାଂସଦଙ୍କ ବାସଭବନରୁ ତାଲା ଭାଙ୍ଗି ଲୁଟିନେଲେ ଲୁଟେରା

jsm

ଅନୁଗୁଳ : ଢେଙ୍କାନାଳ ସାଂସଦଙ୍କ ବାସଭବନରୁ ତାଲା ଭାଙ୍ଗି ଲୁଟିନେଲେ ଲୁଟେରାମାନେ ବୋଲି ଖବର ମଳିଛି । ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପାଲଲହଡ଼ା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ ରାତିରେ ଲୁଟେରାମାନେ ତାଲା ଭାଙ୍ଗି ଗୋଟିଏ ଏଲସିଡି ଟିଭି ସମେତ ଅନ୍ୟାନ୍ୟ କିଛି ଜିନିଷ ଚୋରି କରି ନେଇଛନ୍ତି । ଏନେଇ ଶନିବାର ପାଲଲହଡ଼ା ଥାନାରେ ସାଂସଦଙ୍କ ପ୍ରତିନିଧି ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ କରୁଛି ବୋଲି ଜଣାପଡିଛି ।

Leave A Reply

Your email address will not be published.