om academy

ବେଲପଡା ଗାଁରେ ଦୁର୍ଗାପୂଜା ସଂପନ୍ନ

jsm

ଭାଲୁମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁରେ ୭ମ ଦୁର୍ଗାପୂଜା ସଂପନ୍ନ ହୋଇଛି । ରବିିବାର କଳସ ଯାତ୍ରା, ସୋମବାର ପୂଜା ଅନୁଷ୍ଠିତ ହୋଇଥିଲା । ଡିଙ୍ଗର ମେହେର ଓ ପତ୍ନୀ ଡାଳିମ୍ବ ମେହେର କର୍ତ୍ତା ଥିଲେ । କମିଟି ସଭାପତି ଟିକଚନ ମେହେର, ଉପସଭାପତି ବୈଶାଖୁ ବଘେଲ, ସଂପାଦକ ରଞ୍ଜିତ ମେହେର, କୋଷାଧ୍ୟକ୍ଷ ଭୀଷ୍ମ ମେହେର, ସନ୍ତୋଷ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.