ls

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକଙ୍କ ପଦ୍ମପୁର ଉପଖଣ୍ଡ ଦିନିକିଆ ଗସ୍ତ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଧେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଆଜି ଦିନିକିଆ ଗସ୍ତରେ ଆସିଥିଲେ । ଆଜି ଉପଖଣ୍ଡ ପଦ୍ମପୁର ସୂଚନା ଓ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାଳୟରେ ପହଞ୍ଚଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମହେନ୍ଦ୍ର ସାହୁ ଫୁଲତୋଢା ଦେଇ ସ୍ଵାଗତ କରିଥିଲେ । ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ସମିକ୍ଷା କରିଥିଲେ ଓ ସୂଚନା କେନ୍ଦ୍ର ପରିଦର୍ଶନ କରି ସୂଚନା କେନ୍ଦ୍ର ସମୀକ୍ଷା କରିବା ସହିତ ସୁପରିଚାଳନା ସକାଶେ ବୁଝାଇଥିଲେ । ଏହି ସମୟରେ ବିଭାଗର ରାୟସିଂ ମାଝୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ସମୀକ୍ଷା କାର୍ଯ୍ୟସାରୀ ସମ୍ବଲପୁର ଫେରି ଯାଇଥିଲେ ।

pc pk
Leave A Reply

Your email address will not be published.