କଂଗ୍ରେସର କର୍ମୀ ସମ୍ମିଳନୀ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଶିବ ମନ୍ଦିର ନିକଟ ଆମ୍ବ ତୋଟାରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମ. ରାମପୁର ବ୍ଲକ୍ କଂଗ୍ରେସ ଦଳ ସଭାପତି ରୁଦ୍ରପ୍ରତାପ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମ. ରାମପୁର ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତର କର୍ମୀମାନେ ଉପସ୍ଥିତ ରହିଥିଲେ । ଏହି ସମ୍ମିଳନୀରେ ଚିତ୍ତରଂଜନ ମଣ୍ଡଳ, ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା ପଞ୍ଚାୟତ ରାଜ ସଂଗଠନର ସଭାପତି ସରୋଜ ବାଗ, ଇନ୍ଦ୍ରଜିତ ମହାଖୁଡ଼, ରାମ କୁମାର ଜୈନ୍, ଅନ ୱାର୍ ଭାରତୀ, କୀର୍ତ୍ତନ ସାହୁ, ବୃନ୍ଦାବନ ସାହୁ, ରାଜ ମାଝୀ, ଯଶୋଦା ନାଗ, ଚମରା ବଗର୍ତ୍ତୀ, ରଶ୍ମିରଂଜନ ପ୍ରହରାଜ, ବାବୁଲା ନାଏକ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳର ନିର୍ବାଚନ ପ୍ରଚାର କରିଥିଲେ ।

jittmm
Leave A Reply

Your email address will not be published.