oom

ବିଶ୍ୱ ପ୍ରେସ ଦିବସ ଉପଲକ୍ଷେ ମାହେଶ୍ୱରୀ ସଙ୍ଗଠନ ତରଫରୁ ସାମ୍ବାଦିକମାନଙ୍କୁ କଲମ ଓ ପୁଷ୍ପ ଦେଇ ସମ୍ବର୍ଦ୍ଧିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଷମ ପରିସ୍ଥିତିରେ ଅନବରତ ସମାଜ ପାଇଁ କାମ କରୁଥିବା ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ଭାଇ ଭଉଣୀମାନଙ୍କ ପାଇଁ ବିଶ୍ୱ ପ୍ରେସ ଦିବସ ଉପଲକ୍ଷେ ମାହେଶ୍ୱରୀ ସଙ୍ଗଠନର ସମସ୍ତ ସଦସ୍ୟ ଓ ସଦସ୍ୟା ସାମ୍ବାଦିକ ଭାଇ ଭଉଣୀମାନଙ୍କୁ କଲମ ଓ ପୁଷ୍ପ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ମାହେଶ୍ୱରୀର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ମହିଳା ଶାଖା ସଂଯୋଜିକା ସୋନିଆ ବେଜ, ଇସିକା ଦାସ, ସୁଷମା ବହିଦାର, ସୁପ୍ରମା ବହିଦାର, ବିଷ୍ଣୁପ୍ରିୟା ପାଣି, କରଣ କୁମାର ବେହେରା, ସୌମ୍ୟ ରଂଜନ ବେହେରା, ସୌମ୍ୟ ରଂଜନ ପଣ୍ଡା ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.