oom

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ବଲାଙ୍ଗିର ଗସ୍ତ ଅବସରରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ସହ ଶିକ୍ଷକମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଏଥିରେ ଜିଲ୍ଲା ଶିକ୍ଷକ ସଂଘର ସଭାପତି ରତିନ୍ଦ୍ର ରାଏ, ସାଧାରଣ ସଂପାଦକ ପ୍ରଦୀପ ଖମାରୀଙ୍କ ସହ ପ୍ରଶାନ୍ତ ସାହୁ, ରାଜକୁମାର ବରାଡ଼, ବେଲାର ସାହୁ, ସୁକାନ୍ତ ମନ୍ତ୍ରୀ, ପ୍ରମୋଦ ପ୍ରଧାନ, ମୁସୁରୁ ଛତ୍ରିଆ, ବାସୁଦେବ ମୁଗ୍ରୀ, ଧୃବଚରଣ ସାହୁ, ସୁଶ୍ରୀ ବିଷ୍ଣୁପ୍ରିୟା ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.