ଚଳଚଞ୍ଚଳ ମା’ ସମଲେଇ ପୀଠ

ସମ୍ବଲପୁର : ଚଳଚଞ୍ଚଳ ମା’ ସମଲେଇ ପୀଠ । ଭକ୍ତ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଦର୍ଶନ କରୁଛନ୍ତି । ଏହାସହ ନୂତନ ଭାବେ ହୋଇଥିବା କାମକୁ ମଧ୍ୟ ବୁଲି ବୁଲି ଦେଖୁଛନ୍ତି । ଖବର ଅନୁଯାୟୀ, ଶନିବାର ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଉଦ୍‌ଘାଟନ ହୋଇଯାଇଛି । ଏହାପରେ ସଂଧ୍ୟାରେ ମହାନଦୀ ଆଳତୀ ହୋଇଥିଲା । ଏହି ଦିବ୍ୟ ଅନୁଭୂତିକୁ ଦେଖିବାକୁ ପ୍ରବଳ ଭିଡ ଲାଗିରହିଥିଲା । ରବିବାର ବି ପୀଠରେ ଲୋକଙ୍କ ଢେର୍‌ ଭିଡ ରହିଛି ।

Leave A Reply

Your email address will not be published.