centurian jitm

ମହାମାୟା ପବ୍ଲିକ ସ୍କୁଲ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଉଡମାଲ ସ୍ଥିତ ମହାମାୟା ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ସିବିଏସସି ବୋର୍ଡ଼ ପରୀକ୍ଷାରେ ଛାତ୍ରୀ ସୁକୃତି ମହାନନ୍ଦ ୯୪ % ରଖି କୃତକାର୍ଯ୍ୟ ହୋଇଛନ୍ତି । ସେ ମାଣ୍ଡୋସିଲ ନିବାସୀ ସନ୍ତୋଷ ମହାନନ୍ଦଙ୍କ ଝିଅ ଅଟନ୍ତି । ଛାତ୍ର ଋତୁରାଜ ନାୟକ ୯୧% କୃତକାର୍ଯ୍ୟ ହୋଇଛନ୍ତି । ସେ ମାଣ୍ଡୋସିଲ ନିବାସୀ ଅନନ୍ତ ନାୟକଙ୍କ ପୁଅ ଅଟନ୍ତି ତାଙ୍କ ସଫଳତାରେ ସ୍କୁଲ କର୍ତୃପକ୍ଷ ତଥା ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.