lika

ଆଦର୍ଶ ପାଠାଗାର ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରଠାରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ଶତପଥୀ, ବାଉରୀବଂଧୁ ସାହୁ, ଡାକ୍ତର ବସନ୍ତ କୁମାର ଦାସ, ଶରତ କୁମାର ରାଉତ, ପ୍ରଦୀପ ପଟ୍ଟନାୟକ, ଜ୍ଞାନରଂଜନ ଦାଶ, ବିଜୟ କୁମାର ପାତ୍ର, ଅଶୋକ କୁମାର ବଳ, ଅଟମ ରଥ, ଭାସ୍କର ପୁହାଣ, କୁଞ୍ଜବିହାରୀ ରାଉତ, ଟୁକୁଲା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.