centurian jitm

ସଡ଼କ ଦୁର୍ଘଟଣା ଘଟି ୫ ଜଣ ଗୁରୁତର

nschool

ରାଉଲକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରୁ ବଣେଇ ଯାଉଥିବା ରାସ୍ତାରେ ଯାତ୍ରୀବାହୀ ବସ୍‌ ସହ କୋଇଲା ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ ଗୁରୁତରଙ୍କୁ ରାଉଲକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଚାନ୍ଦିପୋଷ ମଧୁପୁର ନିକଟରେ ଘଟିଛି । ବସ୍‌ଟି ରାଉରକେଲାରୁ ବଣେଇ ଯାଉଥିଲା । ବସ୍‌ରେ ୨୦ ଜଣ ଯାତ୍ରୀ ରହିଥିଲେ ।

Leave A Reply

Your email address will not be published.