om academy

ସାଇବର କ୍ରାଇମ୍ ରୋକିବାକୁ ବଲାଙ୍ଗିର ସାଇବର ପୋଲିସ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ନେଇ ଏସ୍‌ପିଙ୍କ ସୂଚନା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ସାଇବର ଅପରାଧର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ସାଇବର ଅପରାଧକୁ ରୋକିବା ପାଇଁ ବଲାଙ୍ଗିର ସାଇବର ପୋଲିସ ସହରର ମା’ ସମଲେଇ ମନ୍ଦିରଛକ, ରୁଗୁଡିପଡାଛକ, ବିକ୍ରମଛକ ଏବଂ ବଲାଙ୍ଗିର କଲେଜଛକରେ ସାଇବର କ୍ରାଇମକୁ ନେଇ ସଚେତନତା ଅଭିଯାନର ଆୟୋଜନ କରିଛନ୍ତି । ତେବେ ସହରର ଜନତାମାନଙ୍କୁ ୨୦୦୦ରୁ ଅଧିକ ପାମ୍ପଲେଟ୍ ବଣ୍ଟନ କରିଥିବା ବେଳେ ଏହି ପାମ୍ପଲେଟ୍‌ରେ ବିଭିନ୍ନ ପ୍ରକାରର ସାଇବର କ୍ରାଇମ ସଚେତନ ବିଷୟରେରେ ଥିବା ଏସ୍‌ପି ନୀତିନ କୁଶଳ କର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.