ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଘରକୁ ଘର ଯାଇ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଘରକୁ ଘର ଯାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ସଦସ୍ୟା ନୂତନ ଦାଶ ଓ ନୂତନ ସେନ୍ଦ୍ରିଆ ବଲାଙ୍ଗିର ସହରର ଘରକୁ ଘର ଯାଇ ବୁଷ୍ଟର ଡୋଜ ନେବା ପାଇଁ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.