oom

ରାଜଧାନୀରେ ମାସେ ପାଇଁ ନିର୍ମାଣ କାମ ଉପରେ ରୋକ

jsmm

ଭୁବନେଶ୍ୱର : ମାସେ ପାଇଁ ସମସ୍ତ ନିର୍ମାଣ କାମ ଉପରେ ରୋକ ଲଗାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ତ୍ତୃପକ୍ଷ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ଅଳ୍ପ ଦିନ ପରେ ପୁରୁଷ ହକି ବିଶ୍ୱକପ ମ୍ୟାଚ୍‌ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ବିଏମସି ଏପରି ନିର୍ଦ୍ଧେଶନାମା ଜାରି କରିଛି ।

jittmm
Leave A Reply

Your email address will not be published.