ବାମରାରେ ରେଳ ରୋକ୍‌

ବାମରା : ବାମରା ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ରହଣି ଦାବୀରେ ରେଳ ରୋକ୍‌ କରାଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ପୂର୍ବରୁ ରହୁଥିବା ଏକ୍ସପ୍ରେସ୍‌ ପୁନଃର୍ବାର ରହଣି ଦାବୀରେ ଆନ୍ଦୋଳନ କରାଯାଇଛି । ତେବେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ଆନ୍ଦୋଳନ କରାଯାଇଥିବା ବେଳେ ରେଳ ଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳା ଧାରଣା ଦେଇଛନ୍ତି ।

Leave A Reply

Your email address will not be published.