ls

ପାଇକମାଲକୁ ରଥଯାତ୍ରା ଆସିବା ପୂର୍ବରୁ ସ୍ୱଚ୍ଚ କରାଯାଉ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥକୁ ଲାଗି ରହିଛି ପାଇକମାଲ ସହର । ଆଗକୁ ଓଡ଼ିଶାର ପ୍ରସିଦ୍ଧ ଘୋଷଯାତ୍ରା ପାଇକମାଲ ସହର ବର୍ତ୍ତମାନ ରାସ୍ତାର ଉଭୟ ପାଶ୍ୱର୍ରେ ଅଳିଆ ଆବର୍ଜନା ପଡି ରହିଛି । ପ୍ରଶାସନ ସାଜିଛି ନିଦାବିଷ୍ଣୁ । ସହରକୁ ସ୍ୱଚ୍ଚ କରିବା ପାଇଁ ଦାବୀ କରାଯାଉ ଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ଆଗକୁ ରଥଯାତ୍ରା ଥିବାରୁ ପ୍ରଭୁ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ନୃସିଂହନାଥ ମନ୍ଦିରରୁ ୩ କିଲୋମିଟର ଦୂରରୁ ପାଇକମାଲ ମାଉସୀ ମାଁ ମନ୍ଦିରକୁ ଆସିଥାନ୍ତି । ପାଇକମାଲ ତଥା ଆଖପାଖ ଅଞ୍ଚଳ ଶତାଧିକ ଭକ୍ତଙ୍କ ସମାଗମ ହୋଇଯାଏ । ରଥଯାତ୍ରା ପୂର୍ବରୁ ପାଇକମାଲ ସହରକୁ ଆର୍ବଜନା ମୁକ୍ତ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

pc pk
Leave A Reply

Your email address will not be published.