ରଥଯାତ୍ରା ସମୟରେ ଦୁଇଚକିଆ ଯାନ ଚଳାଚଳ ପାଇଁ ଟ୍ରାଫିକ୍ ପ୍ଲାନ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୀ ରଥଯାତ୍ରା ସମୟରେ ରଥଯାତ୍ରା, ବାହୁଡା ଏବଂ ସୁନାବେଶ ଦିନ ଦୁଇଚକିଆ ଯାନ ଚଳାଚଳ ପାଇଁ ଟ୍ରାଫିକ୍ ପ୍ଲାନ୍ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.