ଜୁନ୍‌ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ପୁରୀ : ଜୁନ୍‌ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁଯାୟୀ, ଏପ୍ରିଲ ୨୩ରେ ପବିତ୍ର ଅକ୍ଷୟ ତୃତୀୟା, ସେହିଦିନ ରଥକାଠ ଅନୁକୂଳ କରାଯିବ । ଏହି ଦିନ ମଧ୍ୟ ପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେବ । ସେହିପରି ମେ’ ୧୨ରେ ଭଉଁରୀ ଯାତ୍ରା ଏବଂ ଜୁନ୍‌ ୪ରେ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବା ନେଇ ନୀତିକାନ୍ତି ସ୍ଥିର ହୋଇଛି ।

Leave A Reply

Your email address will not be published.