ସ୍ୱାଧୀନତାର ଉଚ୍ଛ୍ୱାସକୁ ଉଜ୍ଜୀବିତ କରି ଯାତ୍ରା ଆରମ୍ଭ କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଉଚ୍ଛ୍ୱାସକୁ ଉଜ୍ଜୀବିତ କରି ଯାତ୍ରା ଆରମ୍ଭ କରିଥିବା ଅହିଂସା ରଥ ଗତକାଲି ପୁରୀ ଜିଲ୍ଲାରେ ପହଁଚିଛି । ରାଜଧାନୀ ଉପକଣ୍ଠରେ ଗୁଡିଆପୋଖରୀରେ ପୁରୀ ଜିଲ୍ଲା ପ୍ରଶାସନ ରଥକୁ ସ୍ୱାଗତ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଥକୁ ସ୍ୱାଗତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.