ବଲାଙ୍ଗିର, (କେପିଏନ୍ଏସ୍) : ମୌଳିକ ଅଧିକାର୍ ଲାଗି ରାସ୍ତାରୋକ୍ ବୋବାଲ୍ କରୁଛନ୍ ଅଂଚଲବାସୀ । ବଲାଙ୍ଗିର ପାଟଣାଗଡ ମୁଖ୍ୟ ରାସ୍ତା ପଥର୍ଚେପାଠାନେ ଚାଲିଛେ ରାସ୍ତାରୋକ୍ । ପଥର୍ଚେପା ଆର୍ ଆଖପାଖର୍ ଲୁକେ ତାକର୍ ମୌଳିକ ଅଧିକାର୍ ଲାଗି ଆଏଜ୍ ରାସ୍ତାକେ ଉତ୍ରିଛନ୍ । ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ପଥରଚେପା ଆର୍ ତାର୍ ଆଖପାଖର୍ ଅଂଚଲ୍ଥି ବାରମ୍ବାର ବିଜୁଳି ବିଭ୍ରାଟ୍ ଆର୍ ଭିନ୍ ଭିନ୍ ସମସ୍ୟାର ସମାଧାନ ଦିଗେ ବ୍ଲକ୍ ପ୍ରଶାସନର୍ ଅବହେଳା ବିରୋଧଥି ରାସ୍ତାରୋକ୍ ଆନ୍ଦୋଳନ ଚାଲିଥିବାର୍ ଆନ୍ଦୋଳନକାରୀମାନେ କହିଛନ୍ । ଇଆଡେ଼ ଯେ ରାସ୍ତାର ଇଫାଲେ ଆର୍ ସେଫାଲେ ଗଲାଆଏଲା ଗାଡ଼ି ମଟର୍ ଜାମ୍ ହେଇଗଲାନ’ । ବଲାଙ୍ଗିର ପୁଲିସ ଘଟନା ସ୍ଥଲ୍ ନେ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କର୍ବାର୍ କେ ଚେଷ୍ଟା ଜାରି ରଖିଛେ ।
Next Post