centurian jitm

‘କୋଶଳ ପ୍ରବାହ’ର ପ୍ରଭାବ : ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏନ୍‌ଏଚ୍‌ ଉପରେ ରହିଥିବା ଗାତ ତୁରନ୍ତ ମରାମତି ହେଲା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଶାନ୍ତିପଡ଼ା ପରେ ପରେ ଏକ ବ୍ରିଜ ସାମ୍ନାରେ ଏନ୍‌ଏଚ୍‌ ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇଥିବା ବେଳେ ଗତକାଲି ଏ ସଂପର୍କରେ ‘କୋଶଳ ପ୍ରବାହ’ରେ ଖବର ପରିବେଷଣ ହେବାର ଘଂଟାଏ ଭିତରେ ବିଭାଗୀୟ କର୍ମଚାରୀମାନେ ଆସି ମରାମତି କରିଛନ୍ତି । ଏହି ଗାତ ଯୋଗୁଁ କୌଣସି ସମୟରେ ବି ଅଘଟଣ ଘଟି ପାରେ ବୋଲି ସାଧାରଣରେ ଆଶଂକା ଉପୁଜିଥିଲା । ତେବେ ଏହାର ତୁରନ୍ତ ମରାମତି ହେବା ଯୋଗୁଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.