ବିଜେଡି ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

କଳାହାଣ୍ଡି, (ହେମନ୍ତ ସାହୁ) : ଭବାନୀପାଟଣାସ୍ଥିତ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ବିଜେଡି ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ଜଣେ ମହିଳା ମନୀଷା ଶିଖା ରକ୍ତଦାନ କରିଥିଲେ । ତେବେ ତାଙ୍କର ରକ୍ତଦାନ ସମୟରେ ବିଜେଡିର କର୍ମୀ ମାନେ ଉତ୍ସାହିତ ମଧ୍ୟ କରିଥିଲେ ।

Leave A Reply

Your email address will not be published.