ଓଡ଼ିଶା ମୋ ପରିବାରର ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ମୋ ପରିବାର ପକ୍ଷରୁ ଗାଇସିଲେଟ ବ୍ଲକର ଜାମୁଟପାଲି ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଥିଲେ । ଏଥିରେ ଗ୍ରାମର ୩୨ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା ରୀତା ସାହୁ, ଓଡ଼ିଶା ମୋ ପରିବାରର ଆବାହକ ଗୈ।ର ହରି ମିଶ୍ର, ଶକୁନ୍ତଳା ମହାପାତ୍ର, ଅଶ୍ବିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.